Matruvani Subscribers

ప్రప్రధముగా 1984లో మాతృవాణి,ప్రచరించబడినది. సద్గతి పొందడానికి ఆధ్యాత్మక మార్గదర్శ - మాతృవాణి. ఈ మాస పత్రిక ఇంగ్లిష్ మరియు ఇతర భారతీయ భాషలలో లభిస్తుంది. ప్రతి సంచిక, అమ్మ దివ్య సందేశమును, ఆధ్యాత్మికథలు, భక్తుల అనుభవాలు మరియు ఎన్నో శిర్షికలు. முதன்முதலாக 1984-ம் வருடம் தொடங்கப்பெற்ற மாத்ருவாணி பத்திரிகை ஒரு நல்ல மாற்றத்திற்கான வழிகாட்டி. அம்மாவின் அறிவுரைகளையும், பக்தர்களின் உன்னத அனுபவங்களையும், நினைவலைகளையும், கட்டுரைகளையும் மாத்ருவாணி பத்திரிகை சுமந்து வருகிறது. ಮೊದಲ ಬಾರಿಗೆ ೧೯೮೪ ರಲ್ಲಿ ಪ್ರಕಟಿಸಲಾಗಿದ್ದು, ಮಾತೃವಾಣಿ ಸಕಾರಾತ್ಮಕ ಬದಲಾವಣೆಗೆ ಆಧ್ಯಾತ್ಮಿಕ ಮಾರ್ಗದರ್ಶಕವಾಗಿದೆ. ಪ್ರತಿಮಾಸ ಲಭ್ಯವಾಗಿದ್ದು (ಆಂಗ್ಲ ಮತ್ತು ಇತರ ಭಾರತೀಯ ಭಾಷೆಗಳಲ್ಲಿ), ಪ್ರತಿಯೊಂದು ಸಂಚಿಕೆಯು ಅಮ್ಮನ ಸಂದೇಶಗಳನ್ನು, ಆಧ್ಯಾತ್ಮಿಕ ಕಥೆಗಳನ್ನು, ಭಕ್ತರ ಅನುಭವಗಳನ್ನು ಮತ್ತು ಇನ್ನೂ ಅನೇಕ ವಿಷಯಗಳನ್ನು ಹೊತ್ತು ನಿಮ್ಮಲ್ಲಿಗೆ ತಲುಪುತ್ತದೆ. 1984 ରେ ପ୍ରଥମ ଥର ପ୍ରକାଶିତ ହୋଇଥିବା, ମାତୃବାଣୀ ସକାରାତ୍ମକ ପରିବର୍ତନ ପାଇଁ ଆଧ୍ୟାତ୍ମିକ ମାର୍ଗଦର୍ଶକ ଅଟେ। ଉପଲବ୍ଧ ମାସିକ (ଇଂଗ୍ରେଜୀ ଓ ଅନ୍ୟ ଭାରତୀୟ ଭାଷାରେ), ମାତୃବାଣୀର ପ୍ରତ୍ୟେକ ପ୍ରଚଳନ ଆପଣଙ୍କ ପାଖକୁ ମାଙ୍କର ସନ୍ଦେଶ,ଉପଦେଶ, ବିଭିର୍ଣ୍ଣ ଆଧ୍ୟାତ୍ମିକ, ବିଭିନ୍ନ ଭକ୍ତଙ୍କର ଅନୁଭବ ଏବଂ ଆହୁରି ବହୁତ କିଛି ଆଣେ।

 

ଭାରତରେ ସଦସ୍ୟତାର ମୂଲ୍ୟ::

 

1 ବର୍ଷ: 50.00 | 3 ବର୍ଷ: 125 .00 | 5 ବର୍ଷ: 200 .00 ଟଙ୍କା | ଜୀବନ (15 ବର୍ଷ ): 500 .00 ଟଙ୍କା

 

ଆପଣଙ୍କର ସଦସ୍ୟତା ସୁନିଶ୍ଚିତ କରିବା ପାଇଁ ଆପଣଙ୍କୁ ପଇସା ହସ୍ତାନ୍ତରଣ ସୁବିଧା (NEFT) ର ଲାଭ ଉଠାଇବା ପଡି ପାରେ। .

ଭାରତରେ ଗ୍ରାହକ ମାନଙ୍କ ପାଇଁ ଖାତା ବିବରଣ ଏହି ପ୍ରକାର ଅଟେ::

ଦୟାକରି ଟଙ୍କା ତଳେ ଦିଆ ଯାଇଥିବା ଖାତାରେ ହସ୍ତାନ୍ତରଣ କରନ୍ତୁ, କୁହା ଯାଇଥିବା ପଂକ୍ତିରେ ଗ୍ରାହକଙ୍କର ନାମ ଉଲ୍ଲେଖ କରି । .

 

ଆକାଉଣ୍ଟ ନମ୍ବର               : 005900100078774

ଆକାଉଣ୍ଟ ଟାଇପ            : Savings Bank

ବ୍ୟାଙ୍କ :                          : ଧନଲକ୍ଷ୍ମୀ ବ୍ୟାଙ୍କ

IFSC Code                  : DLXB0000260

ଗ୍ରାହକଙ୍କର ନାମ :      : ଏମ.ଏସ. ମାତୃବାଣୀ

ସ୍ଥାନ :                         : ବଲ୍ଲୀକାବୁ, ଅମୃତପୁରୀ

 

ପଇସା ପଠାଇବା ପରେ, ଦୟା କରି ଆମକୁ ନିମ୍ନଲିଖିତ ଜାନକାରୀ ସହିତ matruvani@amritapuri ର ମାଧ୍ୟମରେ ସୂଚିତ କରନ୍ତୁ:

UTR ନମ୍ବର, ନେବା-ଦେବାର ତାରିଖ, ମାତୃବାଣୀ ଗ୍ରାହକଙ୍କର ନାମ, (ଯାହା ପଂକ୍ତିରେ ଉଲ୍ଲେଖ କରା ଯାଇଅଛି ), ଗ୍ରାହକଙ୍କର ସମ୍ପୂର୍ଣ୍ଣ ଠିକଣା, ଟଙ୍କା, ପସନ୍ଦ ଭାଷା ଏବଂ ପ୍ରେଷକଙ୍କର ଫୋନ ନମ୍ବର ଆଦି ଧନଲକ୍ଷ୍ମୀ ବ୍ୟାଙ୍କର ଯେକୌଣସି ଶାଖା ମାଧ୍ୟ୍ୟମରେ ଚେକ ଦ୍ୱାରା ହସ୍ତାନ୍ତରିତ କରା ହୁଏ, ତାହାଲେ ଚେକ ନମ୍ବର ଓ ବ୍ୟାଙ୍କର ନାମ ମଧ୍ୟ ପ୍ରସ୍ତୁତ କରା ଯିବା ଉଚିତ।

 

ଅନ୍ୟ କୌଣସି ପ୍ରଶ୍ନର ଉତ୍ତର ପାଇଁ ଆମକୁ ସମ୍ପର୍କ କରନ୍ତୁ  matruvani@amritapuri.org